କଟକଣାରେ ଜୁଲାଇ: ସ୍କୁଲ୍‌, କଲେଜ, କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ବନ୍ଦ

ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ରୁ ଭୋର ୫, ୧୦ ଜିଲ୍ଲାରେ ଶନିବାର, ରବିବାର ସଟ୍‌ଡାଉନ୍ ଭୁବନେଶ୍ବର: ରାତ୍ରୀକାଳୀନ କର୍ଫ୍ୟୁ ସୀମା ରାତି ୯ଟାରୁ ଭୋର ୫ଟା ଯାଏ ବଳବତ୍ତର ରହିବ। ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ଖୋଲିପାରିବ ନାହିଁ। ହେଲେ ପରୀକ୍ଷା ଓ ମୂଲ୍ୟାୟନ ହୋଇପାରିବ। ଜୁଲାଇ ୩୧ ଯାଏ ଧାର୍ମିକ ଅନୁଷ୍ଠାନକୁ ସାଧାରଣ ଲୋକ ପ୍ରବେଶ କରିପାରିବେ ନାହିଁ। ଅନ୍ତର୍ଜାତୀୟ ବିମାନ ସେବା, … Continue reading କଟକଣାରେ ଜୁଲାଇ: ସ୍କୁଲ୍‌, କଲେଜ, କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ବନ୍ଦ